ରାଇସ୍‌ ମିଲ୍‌ ବସ୍ତାରେ ଜିଏସ୍‌ଟି ଠକେଇ

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ସମେତ ଜିଲ୍ଳାରେ ଥିବା ଅଧିକାଂଶ ରାଇସ ମିଲ ଗୁଡ଼ିକୁ ବସ୍ତା ଯୋଗାଣରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ରାଇସ୍‌ ମିଲ୍‌ ଗୁଡ଼ିକ ଜିଲ୍ଲା ଯୋଗାଣ ବିଭାଗକୁ ବିଲ୍‌ ଗୁଡ଼ିକରେ ଜାଲ୍‌ ଜିଏସ୍‌ଟି ନଂ ଦେଇ ଲକ୍ଷ ଲକ୍ଷ ଟଙ୍କାର ବସ୍ତା ବାବଦକୁ ବିଲ୍‌ ପଇଠ କରି ଟଙ୍କା ଉଠାଇ ନେଇଛନ୍ତି। ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ପ୍ରତି ଗୋଦାମକୁ ବସ୍ତାରେ ଚାଉଳ ଯୋଗାଣ କରିବା … Continue reading ରାଇସ୍‌ ମିଲ୍‌ ବସ୍ତାରେ ଜିଏସ୍‌ଟି ଠକେଇ